🗞ODISHA NEWS PAPERS🗞


Channel's geo and language: India, Oriya


ଆପଣ ମାନେ ଏହି ସମୂହରେ ଦୈନିକ ପ୍ରାତଃରୁ ସମସ୍ତ ଓଡ଼ିଆ ଇଂରାଜୀ ହିନ୍ଦୀ ଖବରକାଗଜ,ଦୈନନ୍ଦିନ ଜୀବନର ତାଜା ସମାଚାର ଏବଂ ସାପ୍ତାହିକ ପତ୍ରିକା ପାଇବେ ।
*ବି.ଦ୍ର- ଯଦି ଆପଣ ମାନଙ୍କୁ ଆମ ସମୂହଟି ଭଲ ଲାଗୁଛି ତେବେ ଦିଆଯାଇଥିବା ସମୂହର link ଟିକୁ Share କରନ୍ତୁ ।
⏬⏬⏬Click Here⏬⏬⏬
@Odishanewspaper

Related channels  |  Similar channels

Channel's geo and language
India, Oriya
Statistics
Posts filter


*╭─────────────────────╮*
*🌄ସକାଳର ଖବର, ୧୯-ଏପ୍ରିଲ -୨୦୨୪, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି।

➡️୨-ଏଥର ଚୈତ୍ର ପୂର୍ଣ୍ଣିମା ୨୩ ଏପ୍ରିଲ ମଙ୍ଗଳବାର ହେବ। ପୂର୍ଣ୍ଣିମା ରାତିରେ ଆକାଶରେ ଦେଖା ଦେବ ‘ଗୋଲାପି ଜହ୍ନ’ l

➡️୩-ଆଜିଠୁ ୨୦୨୪ ଲୋକସଭା ନିର୍ବାଚନ ମହାଲଢ଼େଇ ଆରମ୍ଭ । ଭୋଟ୍ ଦେଉଛି ଭାରତ, ପ୍ରଥମ ପର୍ଯ୍ୟାୟରେ ୧,୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା l

➡️୪-ଦେଶର ୧୦୨ ଟି ଲୋକସଭା ଆସନ ପାଇଁ ଚାଲିଛି ଭୋଟିଂ । ୬ଟି ଭାଷାରେ ଟ୍ବିଟ୍‌ କରି ପ୍ରତିଟି ଭୋଟ୍ ଗୁରୁତ୍ବପୂର୍ଣ୍ଣ’; ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହେବାକୁ ଯୁବ ଭୋଟରଙ୍କୁୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୫-ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଆ ନାଟ୍ୟ ଜଗତର ବେତାଜ୍ ବାଦଶାହା ତଥା ନାଟ୍ୟ ସମ୍ରାଟ ଡକ୍ଟର ସଚ୍ଚି ଦାସ। ଯାଜପୁର ବରୀ ବ୍ଳକ ଆନନ୍ଦପୁର ଗାଁ ମଶାଣୀରେ ଶେଷକୃତ୍ୟ ହେଲା ସମ୍ପନ୍ନ l

➡️୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’ କ୍ଷେପଣାସ୍ତ୍ର (ଆଇଟିସିଏମ୍‌)ର ହେଲା ସଫଳ ପରୀକ୍ଷଣ l

➡️୭-ଆଜିଠାରୁ ଆରମ୍ଭ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା l ଏହି ପ୍ରବେଶିକା ପରୀକ୍ଷାର ଫଳାଫଳ ୨୦୨୪ ମେ ୩ରେ ଭିଆଇଟିର ଅଫିସିଆଲ ଓ୍ବେବ୍‌ସାଇଟ www.vit.ac.inରେ ଉପଲବ୍ଧ ହେବ l

➡️୮-୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ଲୋଡିଲେ ମତାମତ l

➡️୯-ସାରା ଓଡିଶାରେ ହିଟ୍ ୱେଭ୍ ଜାରି । ୨ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ହେଲା ଆକଳନ ।

➡️୧୦-ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣି ଲାଗିଲା ଝଟକା, ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ମୋହନ ଭାକ୍ରିଙ୍କ ହେଲା ଦେହାନ୍ତ l

➡️୧୧-ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏନସିଏମସି ଡେବିଟ ଓ ପ୍ରିପେଡ କାର୍ଡର ହେଲା ଶୁଭାରମ୍ଭ l

➡️୧୨-ନିର୍ବାଚନ ପୂର୍ବରୁ ରାଜ୍ୟରେ ନକ୍ସଲ ଦମନ ଅଭିଯାନ । ମାଲକାନଗିରି ଭେଜାଙ୍ଗିୱାଡ ଜଙ୍ଗଲରୁ ହେଲା ବିସ୍ଫୋରକ ଜବତ ।

➡️୧୩-ଅଚାନକ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ମେଡିକାଲରେ ଭର୍ତ୍ତି ହେଲେ ଟିଏମସି ନେତା ମୁକୁଲ ରାୟ l

➡️୧୪-ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଲାଗିଲା ବଡ ଝଟକା, ବିଧାୟକ ଅମାନତୁଲ୍ଲା ଖାନ ହେଲେ ଗିରଫ l

➡️୧୫-୨୦୨୪ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ହେଲା ଆରମ୍ଭ l ତାମିଲନାଡୁର ଶିବଗଙ୍ଗାରେ ଭୋଟ ଦେଲେ ପି ଚିଦାମ୍ବରମ୍ । କହିଲେ, ଇଣ୍ଡିଆ ମେଣ୍ଟର ହେବ ବିଜୟ । ନାଗପୁରରେ ଭୋଟ ଦେଲେ ମୋହନ୍ ଭାଗୱତ୍ ।

➡️୧୬-ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ସମେତ ୯ ଜଣଙ୍କର ହେଲା ମୃତ୍ୟୁ l

➡️୧୭-ଇରାନକୁ ଜବାବ ଦେଲା ଇସ୍ରାଏଲ, ଇରାନର ଇସଫାହନ ସହରରେ ଥିବା ଏକ ବିମାନବନ୍ଦରକୁ ମିସାଇଲ ମାଡ କଲା ଇସ୍ରାଏଲ l ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି l ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରିବା ନେଇ ଦାବି l

➡️୧୮-IPL 2024: ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସକୁ 9 ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ l

➡️୧୯-ମ୍ୟାଚ ହାରିବା ପରେ କୋଲକାତାକୁ ଲାଗିଲା ଆଉ ଏକ ଝଟକା: ସ୍ଲୋ ଓଭର ରେଟ ପାଇଁ ଶ୍ରେୟସଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା l

➡️୨୦-ଇଂଲଣ୍ଡର ପୂର୍ବତନ କ୍ରିକେଟର ରମନ ସୁବ୍ବା ରୋଙ୍କ ୯୨ ବର୍ଷ ବୟସରେ ହେଲା ପରଲୋକ, କ୍ରିକେଟ ଜଗତରେ ଶୋକ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି କାମଦା ଏକାଦଶୀ ll*
*🔅ଆଜି ସାଇକେଲ ଦିବସ ll*
*🔅ଆଜି ବିଶ୍ୱ ଯକୃତ ଦିବସ ll*
*🔅ଆଜି ନୀଳ ଏବଂ ସବୁଜ ଦିବସ ll*
*🔅ଆଜି ରସୁଣ ଦିବସ ll*
*🔅ଆଜି ହାସ୍ୟାସ୍ପଦ ଦିବସ ll*
*🔅ଆଜି ଗୃହପାଳିତ ପଶୁ ମାଲିକ ଦିବସ ll*
*🔅ଆଜି ଜନ୍ମଗତ ଡାଇଫ୍ରାଗମେଟିକ୍ ହର୍ନିଆ କାର୍ଯ୍ୟ ଦିବସ ll*
*🔅ଆଜି ଶିକ୍ଷା ଏବଂ ଅଂଶୀଦାର ଦିବସ, U.S.A. ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*


*ଖବର ଆଜିର*
*ତାରିଖ ୧୯/୦୪/୨୪, ଶୁକ୍ରବାର*

*୧-ଭୁବନେଶ୍ୱର:ସି-ଭିଜିଲ ଆପ୍ଲିକେସନରେ ୩୮୭୩ ଅଭିଯୋଗ, ବ୍ୟାନର ଓ ପୋଷ୍ଟର ଉପରେ ସର୍ବାଧିକ ଅଭିଯୋଗ ଆଣିଲେ ଜନସାଧାରଣ।*

*୨-ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେଡି,ଏହାପୂର୍ବରୁ ଲୋକଙ୍କ ମତାମତ ଲୋଡିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।*

*୩-ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,କଂଗ୍ରେସରେ ସାମିଲ ହେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲ୍ଲିକ।*

*୪-ଘରକଳିରୁ ସିଧା ନିର୍ବାଚନ ମୈଦାନରେ ମୁହାଁମୁହିଁ, ଅନୁଭବଙ୍କ ବିରୋଧରେ ପ୍ରଚାର କରିବେ ବର୍ଷା !*

*୫-ଭୁବନେଶ୍ୱର: ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରୁ ୨୧ଜଣଙ୍କ ବୟସ ୪୦ ବର୍ଷରୁ କମ୍, ଯୁବଗୋଷ୍ଠୀଙ୍କୁ ଦଳର ପ୍ରାଧାନ୍ୟ।*

*୬-ଆଳି: ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘର ଡିହ ବିକି ଦେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।*

*୭-ଭୁବନେଶ୍ୱର:୮୭ ସ୍ଥାନରେ ଜଳୁଛି ଜଙ୍ଗଲ,୯୯% ମନୁଷ୍ୟ କୃତ: ପ୍ରଧାନ ମୁଖ୍ୟ ବନ ସଂରକ୍ଷକ।*

*୮-ବିଧାନସଭା ନିର୍ବାଚନ ପାଇଁ ୩୭ ସିଟ୍‌ରେ ଆପ୍‌ର ପ୍ରାର୍ଥୀ ଘୋଷଣା, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ। ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ ପ୍ରାର୍ଥୀ ଘୋଷଣା।*

*୯-ମାଲକାନଗିରି: ନିର୍ବାଚନ ପାଇଁ ଚିତ୍ରକୋଣ୍ଡାର ବଣ୍ଡାଘାଟୀ ସକ୍ରିୟ, ମତଦାନ କରିବେ ୫ ହଜାର ବଣ୍ଡା।*

*୧୦-୨୪ ନିର୍ବାଚନରେ ପୁଅଙ୍କ ପାଇଁ ସାରଥୀ ସାଜିଲେ ବାପା । ନିର୍ବାଚନ ଲଢ଼ୁଛନ୍ତି ପୁଅ, ପ୍ରଚାର କରି ଗୋଟି ଚଳାଉଛନ୍ତି ବାପା।*

*୧୧-ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ।*

*୧୨-ଆରମ୍ଭ ହେଲା ନାମାଙ୍କନ । ମେ’ ୧୩ରେ ୪ ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ କଲେ ନେତା।*

*୧୩-IPL:ସୂର୍ଯ୍ୟଙ୍କ ପରେ ବୁମରା-କୋଏତଜିଙ୍କ ଶାଣିତ ବୋଲିଂ, ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ମାତ୍ ଦେଲା ମୁମ୍ବାଇ।*

*୧୪-ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଗୁଲ୍।*

*୧୫-ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !*

*୧୬-କମିଶନରେଟ୍ ପୋଲିସ ହାତରେ ସାଇବର ଠକ, ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ,୪ ଗିରଫ।*

*୧୭-ଆଜି ୧୭ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ।*

*୧୮-ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଲେ।*

*୧୯-ଦଶପଲ୍ଲା ଆଶିର୍ବାଦ ସମାବେଶରେ ଯୋଗ ଦେଇ ଭୋଟ୍ ଭିକ୍ଷା କଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।*

*୨୦-ନୂଆଦିଲ୍ଲୀ:ECଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ EVM ତ୍ରୁଟି ଅଭିଯୋଗର ଅନୁଧ୍ୟାନ କର।*

*୨୧-କେଜ୍ରିୱାଲଙ୍କୁ ମିଳିବ କି ‘ୱାର୍କ ଫ୍ରମ୍‌ ଜେଲ୍‌’ ଅନୁମତି, ହାଇକୋର୍ଟରେ କଲେ ଗୁହାରୀ।*

*୨୨-ପୁଣି ସମସ୍ୟାରେ ଅଭିନେତ୍ରୀ ଶିଳ୍ପା ସେଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ବିଟ କଏନ ସ୍କାମ ମାମଲାରେ ରାଜଙ୍କ ୯୮କୋଟି ମୂଲ୍ୟର ସମ୍ପତି ଜବତ।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*



































19 last posts shown.