Kanak News Official


Гео и язык канала: Индия, Ория
Категория: Новости и СМИ


The official telegram channel of Kanak News. Stay tuned to get 24*7 news updates only from Kanak News

Связанные каналы

Гео и язык канала
Индия, Ория
Категория
Новости и СМИ
Статистика
Фильтр публикаций


ସମୁଦ୍ରପଥରେ ବଢ଼ିବ ଭାରତୀୟ ସେନାର ଶକ୍ତି । ଗାଇଡେଡ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

https://kanaknews.com/000-040-ins-imphal-achieves-historic-brahmos-test-success/


ଇସ୍ରାଏଲ ହମାସ୍ ଯୁଦ୍ଧ ମଧ୍ୟରେ ବଡ଼ ଖବର । ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ

https://kanaknews.com/israel-hamas-war-top-developments-israeli-cabinet-to-okay-deal-for-hamas-release-of-hostages/


ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ ଦାୟୀ

https://kanaknews.com/national-herald-case-ed-attaches-assets-rs-7519-crore-congress-ajl-young-indian/


ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ

https://kanaknews.com/rajouri-encounter-encounter-started-in-bajimal-of-kalakot-rajouri-two-terrorists-feared-to-be-surrounded/


ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ

https://kanaknews.com/ncert-panel-recommends-inclusion-of-ramayana-mahabharata-in-school-textbooks/


ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

https://kanaknews.com/uttarkashi-tunnel-collapse-resque-operation-2/


ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ

https://kanaknews.com/baba-ramdev-supreme-court-patanjali-advertisement-false-claims-propaganda/


ଜାନୁଆରୀ ୧୫ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ

https://kanaknews.com/baragada-dhanuyatra-start-from-january-15/


ଚିକ୍କଣ କଥା କହି ଟଙ୍କା ଚଳୁ! ମୋଟିଭେସନାଲ ସ୍ପିକର ଲୁଟିନେଲେ କୋଟି କୋଟି

https://kanaknews.com/motivational-speaker-nitin-mohan-cheat-cores-of-money-all-over-india/


ରାଜଧାନୀ ରାସ୍ତାରେ ବସ୍ତିବାସିନ୍ଦା । ଜମିପଟ୍ଟା ଦାବିରେ ରାସ୍ତାଜାମ

https://kanaknews.com/saliasahi-slum-people-protest-infront-of-assembly-for-revinew-land-patta/


କିଛି ପେଟ୍ରୋଲ ପମ୍ପ ନାମରେ ସାଂଘାତିକ ଅଭିଯୋଗ । ତେଲର ମାନ ଓ ମାପକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାହକ

https://kanaknews.com/petrole-pumo-owner-cheat-with-customer-question-rise-in-assembly/


ସୁଟକେସରେ ମୃତଦେହ । ସାମନାକୁ ଆସିଲା ଛାତିଥରା କାହାଣୀ

https://kanaknews.com/odia-gilr-murder-case-at-mumbai-police-arrest-the-culpit/


ବିଧାନସଭାରେ ଆଦିବାସୀଙ୍କ ଜମି ହସ୍ତାନ୍ତର ତାତି । ବିରୋଧୀଙ୍କ ହଙ୍ଗାମା, ଚାଲିପାରିଲାନି ଗୃହ

https://kanaknews.com/odisha-assembly-winter-session-tribal-land-sell-bill-oposition/


ସମାଜ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ୱ । ମା’ ଓ ମାତୃଭାଷା ଉପରେ ଗୁରୁତ୍ୱ, ମା’ ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

https://kanaknews.com/president-droupadi-murmu-visit-sambalpur-speak-about-education/


ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

https://kanaknews.com/uttarkashi-tunnel-collapse-resque-operation/


କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ । କଟକ ଧବଳେଶ୍ୱରଙ୍କ ପାଖରେ ହେବ ପ୍ରବଳ ଭିଡ, ସୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ

https://kanaknews.com/prepairation-for-panchaka-at-dhabaleswar/


ପଥର କହୁଛି ପାଇକଙ୍କ ବିରତ୍ୱର ଗାଥା । ଇଂରେଜ ବିରୋଧରେ ଖୋର୍ଦ୍ଧା ଗଡ ବିଦ୍ରୋହର କାହାଣୀ କହୁଛି କାଂଜିଆଗଡରେ ମିଳିଥିବା ଶିଳାଖଣ୍ଡ

https://kanaknews.com/the-story-of-the-khurda-garh-rebellion-against-the-british-tells-the-story-of-the-rock-found-in-kanjiagarh/


ପ୍ରଶାସନ ଶୁଣିଲା ଛାତ୍ରଙ୍କ ସମସ୍ୟା । ହଷ୍ଟେଲ ଅସୁବିଧା କହିବାକୁ ୩ କିଲୋମିଟର ଚାଲିଲେ ପିଲା

https://kanaknews.com/student-walk-3km-complaint-for-hostel-problem-rsewc-high-school-rayagada/


ପାକିସ୍ତାନ ଜେଲ ଜୀବନଠୁ ବଳି ଯାଇଛି ବର୍ତ୍ତମାନର ଜୀବନ । ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ସୁନ୍ଦରଗଡର ବିର୍ଜୁ କୁଲୁ

https://kanaknews.com/birju-kulu-sundargarh-pakistan-jail/


୨ ମାସ ହେଲା ଗଜପତି ଜିଲ୍ଲା ସୀମାନ୍ତରେ ବୁଲୁଛି ମହାବଳ । ଗାଈକୁ ଝାମ୍ପି ନେଇ ଖାଇଦେଲା, ଟ୍ରାପ୍ କ୍ୟାମେରାରେ କଏଦ ହେଲା ଦୃଶ୍ୟ

https://kanaknews.com/mahabal-tiger-has-been-roaming-on-the-border-of-gajapati-district-for-two-months/

Показано 20 последних публикаций.

6 793

подписчиков
Статистика канала