A2Z Jobs Information


Kanal geosi va tili: Hindiston, Oriya
Toifa: Martaba


We provide All types of Government, private, Diploma,ITI,12th jobs . Please Visit our website https://odishagovtjob.org for getting jobs in free..

Связанные каналы  |  Похожие каналы

Kanal geosi va tili
Hindiston, Oriya
Toifa
Martaba
Statistika
Postlar filtri




Join the section Now

https://www.youtube.com/live/yotL-fsZBPY?si=3OMuNq7s5G7NqG9E

50+ MCQ, ଏଥିରୁ 2 ମାର୍କ ଥୁକା


⚠️ Important UPDATE

କେହି ମିସ୍ କରନ୍ତୁ ନାହିଁ




National Startup Day?
So‘rovnoma
  •   16th Jan
  •   26th Jan
  •   1st Feb
  •   21st March
137 ta ovoz


🟥 ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ନିୟୋଜିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୧,୧୦୦ ଟଙ୍କାରୁ ୧୬ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭,୯୫୦ଟଙ୍କା ପ୍ରଦାନ କରିବେ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୩୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଏଥିପାଇଁ  ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ।


16th & 17th January Current Affaires By ALL EXAMS SATHI.pdf
2.9Mb
Daily Important Current Affairs

ପିଲାମାନେ ନିଜ ସାଙ୍ଗ ସାଥିଙ୍କୁ Share କରନ୍ତୁ,ଓ Free ରେ Weekly Current Affairs ପାଇଁ ଆମ ଗ୍ରୁପ୍ ରେ Join ହୁଅନ୍ତୁ:- JOIN HERE


କାଲି ଆସିବ କୋର୍ଟ ଙ୍କ ରାୟ

ଦେଖି ଦିଅନ୍ତୁ ନିଜ ନିଜ ଜିଲ୍ଲା GRS ପାଇଁ କଣ UPDATE ଅଛି

👇👇👇👇👇👇👇👇👇

https://youtu.be/sHydA-cbDnM
https://youtu.be/sHydA-cbDnM




👇👇👇👇👇👇👇👇👇👇

https://www.youtube.com/live/UwFMRodv5wQ?si=WBxAx8Q8dHB-Z6Tx

ପିଲାମାନେ 2025 ରେ ନିଜ Dream Job ର ସ୍ବପ୍ନ ପୂରଣ କରନ୍ତୁ

Live Class join ହୁଅନ୍ତୁ ଓ Free ରେ ନୋଟ୍ ପାଇ ପାରିବେ




ପିଲାମାନେ 8th pay ଲାଗୁ ହେଇଗଲା,ଆଉ କିଛି ଦିନ ପରେ Odisha Govt Job କ୍ଷେତ୍ର ରେ ମଧ୍ୟ ଲାଗୁ ହେଇଯିବ

2025 ରେ କେବଳ ଗୋଟିଏ ମିଶନ ରଖନ୍ତୁ, ନିଜ ପାଇଁ ନୁହଁ କିନ୍ତୁ ପରିବାର ଦୁଃଖ ଦୂର ପାଇଁ ଗୋଟେ Govt ଚାକିରି କରି ଦେଖାନ୍ତୁ


ପିଲାମାନେ ଆଜି 6.15 PM ରେ ENGLISH CLASS ଅଛି

ସବୁ ପିଲା Ready ଥିବେ


ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି।
ନୂତନ ଶିକ୍ଷାନୀତି (ନୂତନ ଶିକ୍ଷା ନୀତି-2023)ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:

5 ବର୍ଷ ମୌଳିକ ବା ଆଧାରଭୂତ(basic) ଶିକ୍ଷା।
1. ନର୍ସରୀ @ 4 ବର୍ଷ ବୟସରେ ଆରମ୍ଭ।
2. Jr KG @ 5 ବର୍ଷ ବୟସରେ
3. Sr KG @ 6 ବର୍ଷ ବୟସରେ
4. Std-I @ 7 ବର୍ଷ ବୟସରେ
5. Std-II @ 8 ବର୍ଷ ବୟସରେ

3 ବର୍ଷ ପ୍ରସ୍ତୁତି
6. Std-III @ 9 ବର୍ଷ ବୟସରେ
7. Std-IV @ 10 ବର୍ଷ ବୟସରେ
8. Std-V  @ 11 ବର୍ଷ ବୟସରେ

3 ବର୍ଷ ମଧ୍ୟମ
9. Std -VI  @ 12 ବର୍ଷ ବୟସରେ
10.Std- VII @ 13 ବର୍ଷ ବୟସରେ
11.Std-VIII @ 14 ବର୍ଷ ବୟସରେ

4 ବର୍ଷ ମାଧ୍ୟମିକ
12.Std-IX @ 15 ବର୍ଷ ବୟସରେ
13.Std-X (SSC) @ 16 ବର୍ଷ ବୟସରେ
14.Std-XI (FYJC) @ 17 ବର୍ଷ ବୟସରେ
15.STD-XII (SYJC) @ 18 ବର୍ଷ ବୟସରେ

ବିଶେଷ ବିନ୍ଦୁ:-

■ ଦଶମରେ ଆଉ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ।
  Std-5 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ ।  ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ ।

● ପୂର୍ବରୁ ଦଶମରେ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ।
◆ ନବମ(9) ରୁ ଦ୍ୱାଦଶ(12)  ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାରରେ ପରୀକ୍ଷା ଅନୁଷ୍ଠିତ ହେବ |  ବିଦ୍ୟାଳୟ ଶିକ୍ଷା 5 + 3 + 3 + 4 ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ ।

★କଲେଜରେ 3 ବର୍ଷର ଡିଗ୍ରୀ କୋର୍ଷ ଏବେ 4 ବର୍ଷର ଅବଧିର ହେବ । କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା ନେବାକୁ ଚାହାନ୍ତି ନାହିଁ ସେମାନଙ୍କୁ 3 ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳିବ। ଯେଉଁମାନେ ଗୋଟିଏ ବର୍ଷ ଡିଗ୍ରୀ କୋର୍ଷ କରିବେ ସେମାନଙ୍କୁ  ସ୍ନାତକ ପ୍ରଥମ ବର୍ଷରେ ସାର୍ଟିଫିକେଟ୍, ଦ୍ୱିତୀୟ ବର୍ଷରେ ଡିପ୍ଲୋମା ଏବଂ ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ପାଇବେ ।
   4 ବର୍ଷ ଡିଗ୍ରୀ କରିଥିବା ଛାତ୍ରମାନେ ଗୋଟିଏ ବର୍ଷରେ MA କରିବାକୁ ସକ୍ଷମ ହେବେ । ଅର୍ଥାତ MA ର ଗୋଟିଏ ବର୍ଷ ଡିଗ୍ରୀରେ ମିଶାଇ ଦିଆଗଲା।
● MA ଛାତ୍ରମାନେ ଆଉ M. Phil ନ କରି ସିଧାସଳଖ PHD କରିବାକୁ ସକ୍ଷମ ହେବେ । M.Phil ବନ୍ଦ ହେବ ।

★ଛାତ୍ରମାନେ ବିଜ୍ଞାନରୁ-କଳା-କଳାରୁ- ବାଣିଜ୍ୟ ଏପରି ଯେତେବେଳେ ଯେଉଁ କୋର୍ଷକୁ ପରିବର୍ତ୍ତନ କରିବାକୁ ଚାହିଁବେ କରି ପାରିବେ। ମଧ୍ୟରେ ଅନ୍ୟ ପାଠ୍ୟକ୍ରମ କରିବାକୁ ସକ୍ଷମ ହେବେ |    ନୂତନ ଶିକ୍ଷା ନୀତି ଅନୁଯାୟୀ, ଯଦି ଜଣେ ଛାତ୍ର ଗୋଟିଏ ପାଠ୍ୟକ୍ରମ ମଧ୍ୟରେ ଅନ୍ୟ ଏକ ପାଠ୍ୟକ୍ରମ କରିବାକୁ ଚାହାଁନ୍ତି, ତେବେ ସେ ସୀମିତ ସମୟ ପାଇଁ ପ୍ରଥମ ପାଠ୍ୟକ୍ରମରୁ ବିରତି ନେଇ ଦ୍ୱିତୀୟ ପାଠ୍ୟକ୍ରମ କରିପାରିବେ |
Higher Education ବା ଉଚ୍ଚଶିକ୍ଷାରେ ମଧ୍ୟ ଅନେକ ସଂସ୍କାର କରାଯାଇଛି।  ସଂସ୍କାରଗୁଡ଼ିକରେ ଗ୍ରେଡ୍ ଏକାଡେମିକ୍, ପ୍ରଶାସନିକ ଏବଂ ଆର୍ଥିକ ସ୍ୱାଧୀନତା ଇତ୍ୟାଦି ଅନ୍ତର୍ଭୁକ୍ତ ।  ଏହା ବ୍ୟତୀତ ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମ ଆରମ୍ଭ ହେବ।  ଭର୍ଚୁଆଲ୍ ଲ୍ୟାବ୍ ବିକଶିତ ହେବ । ଏକ ଜାତୀୟ ଶିକ୍ଷାଗତ ବୈଜ୍ଞାନିକ ଫୋରମ୍ (NETF) ଆରମ୍ଭ ହେବ ।  ଏବେ ଦେଶରେ 45 ହଜାର କଲେଜ ଅଛି । ସମସ୍ତ ଅନୁଷ୍ଠାନ, ସରକାରୀ, ବେସରକାରୀ ଏବଂ ବିବେଚିତ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ ।


OPRB SI AND OTHER POSTS

କେବେ ଆସିବ ଆଉ କେତେ ପୋଷ୍ଟ ଆସିବ ସବୁ Discussion ପାଇଁ ଆଜି ବସିବ ମିଟିଂ


ODISHA Police District Constable Recruitment 2025

Ready ହେଇ ଯାଆନ୍ତୁ


MARCH 15 ଆଗରୁ କଣ କଣ ଆସିବ

👉 DEO - 2500+

➡️ PEO - 953

➡️ ODISHA Police - 4000+

➡️ School Teaching & Non Teaching Staff - 9000+

➡️VAW/HEW- 1500+

👉 All Departments Junior Assistant Post:- 2500+

(ଆହୁରି ଅନ୍ୟ department ରେ ବି ବହୁତ୍ ପୋଷ୍ଟ ଆସିବ)

https://youtu.be/wvvGmeZ4qk8
https://youtu.be/wvvGmeZ4qk8


Non Teaching Staff କଣ କଣ ଆସିବ ଦେଖି ଦିଅନ୍ତୁ

👉Clerk:- DEGREE ପାସ୍

👉PEON- 10th ପାସ

👉Library Assistant:- 12th ପାସ୍

👉Sweeper:- 10th ପାସ୍

👉Watchman:- 10th ପାସ

ଉପରେ ଥିବା ଭିଡିଓ କୁ complete ଦେଖନ୍ତୁ




🆘🆘🆘🆘🆘🆘🆘🆘

ଆସିଗଲା High School Non Teaching Staff ପାଇଁ ବଡ଼ UPDATE

PEON,DEO,CLERK ଓ ଅନ୍ୟାନ୍ୟ ବହୁତ୍ ସାରା ନିଯୁକ୍ତି ପାଇଁ ଆସିଗଲା ନୋଟିସ

10th,+2,+3 ପାସ୍ ପିଲାଙ୍କ ପାଇଁ ଶେଷ ସୁଯୋଗ

👇👇👇👇👇👇👇👇👇👇

https://youtu.be/3A0OtX4F3YQ
https://youtu.be/3A0OtX4F3YQ

20 ta oxirgi post ko‘rsatilgan.