ଖବର ଆଜିର
ତାରିଖ ୨୦/୧୨/୨୦୨୪ ଶୁକ୍ରବାର
ମୁମ୍ବାଇ ଉପକୂଳରେ ବୁଧବାର ହୋଇଥିବା ‘ନିଲ କମଲ’ ଫେରି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ଗୁରୁବାର ୧୪କୁ ପହଞ୍ଚିଛି। ଏହି ଦୁର୍ଘଟଣାରେ ନିଖୋଜ ଥିବା ୨ ଯାତ୍ରୀଙ୍କ ମଧ୍ୟରୁ ୪୩ ବର୍ଷ ବୟଷ୍କ ଜଣେ ବ୍ୟକ୍ତିଙ୍କ ଶବ ଗୁରୁବାର ଜବତ ହୋଇଛି।
ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା.. ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ.. କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ..
ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ.. ତହସିଲଦାର ସୁବ୍ରତ ବେହେରାଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟ ଶୁଣାଇଲେ ଦଣ୍ଡାଦେଶ.. ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା..
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ.. ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନର ଜୟସାଲମେରରେ ପ୍ରାକ୍ ବଜେଟ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗନେବେ।
+୨ ପରୀକ୍ଷା ପ୍ରସ୍ତୁତି ଆରମ୍ଭ: ୨୩ରୁ ପଠାଯିବ ପ୍ରାକ୍ଟିକାଲ୍ ପ୍ରଶ୍ନପତ୍ର।
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି-ମେଣ୍ଟ ‘ଅବିଶ୍ବାସ ପ୍ରସ୍ତାବ’ ଆଗତ କରିଥିଲେ। ପ୍ରସ୍ତାବ ଉପସ୍ଥାପନରେ ଆବଶ୍ୟକ ନିୟମ ପାଳନ କରାଯାଇନଥିବା ଓ ଜଗଦୀପ ଧନଖଡ଼ଙ୍କ ନାମ ଭୁଲରେ ଲେଖାଯାଇଥିବାରୁ ଖାରଜ କରାଯାଇଛି।
ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା.. ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା..
ସଂସଦ ଭିତରେ ଶିଡ଼ିରୁ ପଡ଼ି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ ଆହତ.. ରାହୁଲ ଗାନ୍ଧୀ ଠେଲି ଦେଇଥିବା କହିଲେ ପ୍ରତାପ ଷଡଙ୍ଗୀ.. ଅପରପକ୍ଷେ ବିଜେପି ସାଂସଦ ମୋତେ ସଂସଦକୁ ପ୍ରବେଶ କରିବାକୁ ଅଟକାଇବାରୁ ଠେଲାପେଲା ହୋଇଥିଲା କହିଲେ ରାହୁଲ ।
ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ସଂସଦରେ ଠେଲାପେଲା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବିଜେପି ନେତାମାନେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ବରାଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି ।
ଆମେ ଯଥାଶୀଘ୍ର ‘ଆତଙ୍କ ମୁକ୍ତ ଜାମ୍ମୁ-କାଶ୍ମୀର’ ଲକ୍ଷ୍ୟ ହାସଲ କରିବୁ’: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
କର୍କଟ ରୋଗ ଦୂର ପାଇଁ ଟିକା ପ୍ରସ୍ତୁତ କରିଥିବା ଦାବି କଲା ରୁଷ.. ୨୦୨୫ରେ ବଜାରକୁ ଟିକା ଆସିବ ବୋଲି କହିଲା ରୁଷ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ.
ଭୟ ବଢ଼ାଇଲା ନୂଆ ଭାଇରସ୍ ‘ଡିଙ୍ଗା’: ଉଗାଣ୍ଡାରେ ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ଆଖି ବୁଜିଲେ କ୍ୟାନ୍ସର ସହ ଲଢ଼ୁଥିବା ଇଣ୍ଟରନେଟ୍ ସେନ୍ସେଶନ୍ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ ।
ସ୍ମିତି ମନ୍ଧାନା ଓ ରିଚା ଘୋଷଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ରାଧା ଯାଦବଙ୍କ ଘାତକ ବୋଲିଂ ବଳରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଓ୍ଵେଷ୍ଟଇଣ୍ଡିଜକୁ ୬୦ ରନରେ ହରାଇଛି। ଏହି ମ୍ୟାଚ୍ ଜିତିବା ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୨-୧ରେ ଜିତି ନେଇଛି।
ଟ୍ରମ୍ପଙ୍କ ବିଜୟ ମସ୍କଙ୍କ ପାଇଁ ବରଦାନ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରୁଠୁ ରେକର୍ଡ ବେଗରେ ବଢୁଛି ମସ୍କଙ୍କ ସମ୍ପତ୍ତି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ସମ୍ପତ୍ତି ତାଲିକା । ରିପୋର୍ଟ ଅନୁସାରେ ଜେଫ୍ ବେଜୋସ୍ ଏବଂ ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତିଠାରୁ ବି ଅଧିକ ହୋଇଛି ମସ୍କଙ୍କ ସମ୍ପତ୍ତି ।
ରାମମୋହନ ରାଓ ଅମରାଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ୩ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ ଦିଆଯାଇଛି।
ଅଶ୍ଳୀଳ, ଉତ୍ତେଜକ ଏବଂ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୧୮ OTT ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଛି। ୨୦୨୪ର IT ନିୟମ ଅନୁଯାୟୀ କେନ୍ଦ୍ର ସରକାର ୨୦୨୪ରେ ୧୮ OTT ପ୍ଲାଟଫର୍ମକୁ ବ୍ଲକ୍ କରିଛନ୍ତି। ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ ଏହି ସୂଚନା ଦେଇଛନ୍ତି।।
https://whatsapp.com/channel/0029VaATFgvCxoAmLq8jSw3F
ସେୟାର ବଜାରରେ ନିମ୍ନମୁଖୀ ଧାରା ଜାରି ରହିଛି । ଘରୋଇ ପୁଞ୍ଜି ବଜାର ଲଗାତାର ୪ ଦିନ ଧରି ବଡ଼ ହ୍ରାସ ସହ ବନ୍ଦ ହୋଇଛି । ସେୟାର ବଜାରରେ ଏହି ହ୍ରାସ ଯୋଗୁଁ ନିବେଶକଙ୍କ ପ୍ରାୟ ସାଢେ ୧୦ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି ।
ସୁପ୍ରଭାତ ,ଶୁଭ ସକାଳ ।