📛📛📛📛📛📛📛📛📛
ସବୁ ପିଲା ଶେଷ ପର୍ଯ୍ୟନ୍ତ ପଢନ୍ତୁ
ଆମ ପିଲାଙ୍କୁ Preparation ପାଇଁ Free ରେ କ୍ଲାସ ଦେଲେ କେହି କ୍ଲାସ Attend କରୁ ନାହାନ୍ତି,କିନ୍ତୁ ଚାକିରି ପାଇଁ ଟଙ୍କା ମାଗିଲେ ଗୋଟେ ମିନିଟ ବି ଭାବୁ ନାହାନ୍ତି
ଚାକିରି କରିବାର ସମୟ ବୃଦ୍ଧି କରିବା ଆଳରେ ଏହାର ସମାଧାନ କରାଇ ଦେବା ପାଇଁ ବହୁତ୍ ଅଣ ଛାତ୍ର Telegram ଓ WhatsApp Group କରି ପିଲାଙ୍କୁ ଟଙ୍କା ମାଗୁଛନ୍ତି ଓ ପରେ Phn receive କରୁ ନାହାନ୍ତି
ପରୀକ୍ଷା ବିଳମ୍ୱ ହେବ,ପରୀକ୍ଷା ଫଳ ପ୍ରକାଶ ଏମିତି ବହୁତ୍ ଅସୁବିଧାର ସମାଧାନ ପାଇଁ ଏବେ ଦଲାଲ ମାନେ ପିଲାଙ୍କୁ ଲୁଟୁଛନ୍ତି
କାହାକୁ ଏକ ଟଙ୍କା ଦେବା ଆଗରୁ ଥରେ ଭାବନ୍ତୁ ଯେ ଏହି ଟଙ୍କା ରୋଜଗାର ପାଇଁ ଆପଣଙ୍କ ବାପା ମା ଙ୍କୁ କେତେ କଷ୍ଟ କରିବା ପାଇଁ ପଡ଼ୁଛି
👉(କେହି ନିଜ ଦେହ କୁ ନେବେନି,ଯାହା Paper ରେ ଲେଖା ଅଛି ଆମେ only ସେଇଟା କହୁଛୁ)